ଗୋଲାପି ହେଉଛି ୫୬ ହଜାର ବର୍ଷର ପୁରୁଣା ହ୍ରଦ

ନାଗପୁର: ଗତ କିଛି ଦିନ ହେଲା ମହାରାଷ୍ଟ୍ରର ବୁଲଧାନା ଜିଲ୍ଲା ଅନ୍ତର୍ଗତ ଲୋନାର୍ କ୍ରାଟର ଅଭୟାରଣ୍ୟ ହ୍ରଦ ନିଜର ରଙ୍ଗ ବଦଳାଇ ଗୋଲାପି ରୂପ ନେବା ସମସ୍ତଙ୍କୁ ବିସ୍ମିତ କରିଛି। ଦୀର୍ଘ ୫୬ ହଜାର ବର୍ଷର ଏହି ପୁରୁଣା ହ୍ରଦ ଏପରି ହଠାତ୍ ରଙ୍ଗ ପରିବର୍ତ୍ତନ କରିବାର କାରଣ ସମ୍ପ୍ରତି ପରିବେଶବିତ୍, ପ୍ରକୃତିପ୍ରେମୀ, ସାମାଜିକ ଗଣମାଧ୍ୟମ ଓ ବନବିଭାଗ ପାଇଁ ପ୍ରମୁଖ ଆଲୋଚ୍ୟ ବିଷୟ ହୋଇଛି। ସୂଚନା ଥାଉ କି, … Continue reading ଗୋଲାପି ହେଉଛି ୫୬ ହଜାର ବର୍ଷର ପୁରୁଣା ହ୍ରଦ